ରାଜଧାନୀରେ ଛାଇଗଲେ କରୋନା ଆକ୍ରାନ୍ତ: ଦିନକରେ ୧୬ ଚିହ୍ନଟ

ଭୁବନେଶ୍ୱର : ଦୀର୍ଘ ଦିନ ପରେ ଆଜି ରାଜଧାନୀରେ ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ‌ଗୋଟିଏ ଦିନରେ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ଦ୍ଵିତୀୟ ସର୍ବାଧିକ। ଏପରିକି ରାଜଧାନୀର ଚାରି ଦିଗରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ପୂରା ରାଜଧାନୀରେ କରୋନା ଆକ୍ରାନ୍ତ ଛାଇ ଯାଇଛନ୍ତି। ଆଜି ପଟିଆ ଶ୍ରୀବିହାରରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଜଣେ ୩୧ ବର୍ଷୀୟ, ୬୫ ବର୍ଷୀୟ … Continue reading ରାଜଧାନୀରେ ଛାଇଗଲେ କରୋନା ଆକ୍ରାନ୍ତ: ଦିନକରେ ୧୬ ଚିହ୍ନଟ